or_tn/act/12/04.md

1.1 KiB

four squads of soldiers

ଚାରୋଟି ସେନା ଦଳ I ପ୍ରତ୍ୟେକ ଦଳରେ ଚାରି ଚାରି ଜଣ ସୈନ୍ୟ ରହି ପାଳିକରି ପିତରଙ୍କୁ ଜଗୁଥିଲେ I ଦଳ ଗୁଡ଼ିକ ୨୪ ଘଣ୍ଟା ଦିନକୁ ଚାରୋଟି ପର୍ଯ୍ୟାୟରେ ଭାଗ କରିଥିଲେ I ପ୍ରତ୍ୟେକ ପର୍ଯ୍ୟାୟରେ ଦୁଇ ଜଣ ସୈନ୍ୟ ତାହାଙ୍କ ନିକଟରେ ଓ ଅନ୍ୟ ଦୁଇ ଜଣ ସେନା ପ୍ରବେଶ ଦ୍ବାର ପାଖରେ ଜଗି ରହୁଥିଲେ I

he was intending to bring him to the people

ହେରୋଦ ଲୋକମାନଙ୍କ ଉପସ୍ଥିତିରେ ପିତରଙ୍କ ବିଚାର କରିବାକୁ ଯୋଜନା କରିଥିଲେ କିମ୍ବା “ହେରୋଦ ଯିହୂଦୀ ଲୋକମାନଙ୍କ ସମ୍ମୁଖରେ ପିତରଙ୍କ ବିଚାର କରିବାକୁ ଯୋଜନା କରିଥିଲେ”