or_tn/act/12/02.md

703 B
Raw Permalink Blame History

He killed James ... with the sword

ଏହା ଯାକୁବ କି ପ୍ରକାରେ ବଧ କରାଯାଇଥିଲେ ତାହା କହୁଅଛି I

He killed James

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ହେରୋଦ ନିଜେ ଯାକୁବଙ୍କୁ ବଧ କଲେ କିମ୍ବା ) ହେରୋଦ ଯାକୁବଙ୍କୁ ବଧ କରିବାପାଇଁ ଜଣେ କାହାକୁ ଆଦେଶ ଦେଲେ I ବିକଳ୍ପ ଅନୁବାଦ: “ହେରୋଦ ଆଦେଶ ଦେଲେ ଓ ସେମାନେ ଯାକୁବଙ୍କୁ ବଧ କଲେ” (ଦେଖ: rc://*/ta/man/translate/figs-metonymy)