or_tn/act/11/21.md

8 lines
1.0 KiB
Markdown

# The hand of the Lord was with them
ଈଶ୍ବରଙ୍କ ହସ୍ତ ତାହାଙ୍କର ଶକ୍ତିଯୁକ୍ତ ସାହାଯ୍ୟକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଫଳପ୍ରଦଭାବରେ ପ୍ରଚାର କରିବାପାଇଁ ଈଶ୍ବର ସେହି ବିଶ୍ବାସୀମାନଙ୍କୁ ଶକ୍ତିଯୁକ୍ତଭାବରେ ସମର୍ଥ କରୁଥିଲେ” (ଦେଖ: [[rc://*/ta/man/translate/figs-metonymy]])
# turned to the Lord
ଏଠାରେ “ପ୍ରଭୁଙ୍କ ପ୍ରତି ଫେରିଲେ” ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କରିବାର ଏକ ରୂପକ I ବିକଳ୍ପ ଅନୁବାଦ: “ଆଉ ସେମାନେ ସେମାନଙ୍କର ପାପରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-metaphor]])