or_tn/act/11/15.md

1.4 KiB

General Information:

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର, ପ୍ରେରିତଗଣ ଓ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ଗ୍ରହଣ କରିଥିବା ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I

As I began to speak to them, the Holy Spirit came on them

ଏହା ସୂଚିତ କରେ ଯେ ପିତର କଥା କହିବା ଶେଷ କରି ନ ଥିଲେ କିନ୍ତୁ ଅଧିକ କିଛି କହିବାକୁ ଚାହୁଁଥିଲେ I

the Holy Spirit came on them, just as on us in the beginning

ଘଟଣାର ବୃତ୍ତାନ୍ତକୁ ସଂକ୍ଷିପ୍ତ କରିବାପାଇଁ ପିତର କିଛି ବିଷୟ ଛାଡ଼ି ଦେଉଛନ୍ତି I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ବିଜାତି ବିଶ୍ବାସୀମାନଙ୍କ ଉପରେ ଅବତରଣ କଲେ ଠିକ୍ ଯେପରି ସେ ପେଣ୍ଟିକଷ୍ଟ ଦିନରେ ଯିହୂଦୀ ବିଶ୍ବାସୀମାନଙ୍କ ଉପରେ ଅବତରଣ କରିଥିଲେ” (ଦେଖ: rc://*/ta/man/translate/figs-inclusive)

in the beginning

ପିତର ପେଣ୍ଟିକଷ୍ଟ ଦିନକୁ ଉଲ୍ଲେଖ କରୁଛନ୍ତି I