or_tn/act/11/02.md

1.1 KiB

had come up to Jerusalem

ଯିରୂଶାଲମ ଇଶ୍ରାୟେଲର ପ୍ରାୟ ଅନ୍ୟ ସମସ୍ତ ସ୍ଥାନ ଅପେକ୍ଷା ଉଚ୍ଚରେ ଥିଲା, ଏଣୁ ଏହା ଇଶ୍ରାୟେଲୀୟମାନଙ୍କ ପାଇଁ ଯିରୂଶାଲମ ଉପରକୁ ଆସିବା ଓ ଏଠାରୁ ତଳକୁ ଯିବା ବୋଲି କହିବା ସ୍ବାଭାବିକ ବିଷୟ ଥିଲା I

they who belonged to the circumcision group

ଏହା ଏକ ଉଲ୍ଲେଖ ପଦ ଯେ କେତେକ ଯିହୂଦୀ ବିଶ୍ବାସୀ ବିଶ୍ବାସ କରୁଥିଲେ ଯେ ପ୍ରତ୍ୟେକ ବିଶ୍ବାସୀ ସୁନ୍ନତହେବା ଆବଶ୍ୟକ I ବିକଳ୍ପ ଅନୁବାଦ: “ଯିରୂଶାଲମର କେତେକ ଯିହୂଦୀ ବିଶ୍ବାସୀମାନେ ଖ୍ରୀଷ୍ଟଙ୍କର ସମସ୍ତ ଅନୁଗମନକାରୀମାନେ ସୁନ୍ନତ ହୁଅନ୍ତୁ ବୋଲି ଚାହୁଁଥିଲେ I (ଦେଖ: rc://*/ta/man/translate/figs-metonymy)