or_tn/act/10/48.md

1.3 KiB

he commanded them to be baptized

ଏହା ସୂଚିତ କରେ ଯେ ଯିହୂଦୀ ଖ୍ରୀଷ୍ଟିୟାନମାନେ ହିଁ ସେମାନଙ୍କୁ ବାପ୍ତିସ୍ମ ଦେଇଥିବେ I ବିକଳ୍ପ ଅନନୁବାଦ: “ପିତର ବିଜାତି ବିଶ୍ବାସୀମାନଙ୍କୁ ଆଦେଶ ଦେଲେ ଯେପରି ସେମାନେ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ଅନୁମତି ଦେବେ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

be baptized in the name of Jesus Christ

ଏଠାରେ “ଯୀଶୁଖ୍ରୀଷ୍ଟଙ୍କ ନାମରେ” ପ୍ରକାଶ କରେ ଯେ ସେମାନଙ୍କ ବାପ୍ତିସ୍ମ ନେବାର କାରଣ ହେଉଛି ଯେ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସୀ ଭାବରେ ବାପ୍ତିଜିତ ହୁଅ” (ଦେଖ: rc://*/ta/man/translate/figs-metonymy)