or_tn/act/10/47.md

905 B

Can anyone keep water from these people so they should not be baptized, these people who have received ... we?

ପିତର ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇବାପାଇଁ ଏହି ପ୍ରଶ୍ନ କରିଥିଲେ ଯେ ବିଜାତି ବିଶ୍ବାସୀମାନେ ବାପ୍ତିଜିତ ହେବା ଉଚିତ I ବିକଳ୍ପ ଅନୁବାଦ: “କେହି ଏମାନଙ୍କଠାରୁ ଜଳକୁ ଦୂରେଇ ରଖିବା ଉଚିତ ନୁହେଁ ! ଆମ୍ଭେମାନେ ଏମାନଙ୍କୁ ବାପ୍ତିସ୍ମ ଦେବା ଉଚିତ କାରଣ ସେମାନେ ...ଆମ୍ଭମାନଙ୍କ ପରି ଗ୍ରହଣ କରିଛନ୍ତି!” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-activepassive]])