or_tn/act/10/44.md

500 B

the Holy Spirit fell

ଏଠାରେ “ଅବତରଣ କଲେ” ଶବ୍ଦଟିର ଅର୍ଥ “ହଠାତ୍ ଘଟିଲା I” ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ହଠାତ୍ ଆସିଲେ”

all of those who were listening

ଏଠାରେ “ସମସ୍ତ” ଶବ୍ଦଟି ଗୃହରେ ଥାଇ ପିତରଙ୍କ କଥା ଶୁଣୁଥିବା ସମସ୍ତ ବିଜାତିଙ୍କୁ ବୁଝାଏ I