or_tn/act/10/40.md

773 B

God raised him up

ଏଠାରେ ଉଠାଇବା ହେଉଛି ଏକ ରୂଢି ଯାହାର ଅର୍ଥ ଜଣେ ମୃତ ହୋଇଥିବା ଲୋକକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: ଈଶ୍ବର ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ: rc://*/ta/man/translate/figs-idiom)

the third day

ସେ ମୃତ ହେବାର ତୃତୀୟ ଦିନରେ

caused him to be seen

ତାହାଙ୍କୁ ମୃତାମାନଙ୍କ ମଧ୍ୟରୁ ଉଠାଇବା ପରେ ଅନେକ ଲୋକଙ୍କୁ ତାହାଙ୍କୁ ଦେଖିବାର ସୁଯୋଗ ଦେଲେ