or_tn/act/10/38.md

1.7 KiB

the events ... and with power

ଏହି ଲମ୍ଵା ବାକ୍ୟ, ଯାହା ୩୬ ପଦରେ ଆରମ୍ଭ ହୋଇଛି, ତାହା USTରେ କରାଯାଇଥିବାପରି ଅନେକ ବାକ୍ୟରେ ଛୋଟ କରାଯାଇପାରିବ I “ଆପଣମାନେ ଜାଣନ୍ତି ...ସମସ୍ତଙ୍କର I ଆପଣମାନେ ନିଜେ ଜାଣନ୍ତି ...ଘୋଷଣା କଲେ I ଆପଣମାନେ ସେହି ଘଟଣାଗୁଡ଼ିକ ଜାଣନ୍ତି ...ଶକ୍ତିର ସହିତ”

God anointed him with the Holy Spirit and with power

ପବିତ୍ର ଆତ୍ମା ଓ ଈଶ୍ବରଙ୍କ ଶକ୍ତି ସମ୍ବନ୍ଧରେ କୁହାଯାଏ ଯେ ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ଜଣେ ବ୍ୟକ୍ତିଙ୍କ ଉପରେ ଢଳାଯାଇପାରିବ I (ଦେଖ: rc://*/ta/man/translate/figs-metaphor)

all who were oppressed by the devil

“ସମସ୍ତ” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ବିକଳ୍ପ ଅନୁବାଦ: “ଯେଉଁମାନେ ଶୟତାନ ଦ୍ବାରା ପ୍ରପୀଡ଼ିତ ଥିଲେ” କିମ୍ବା “ଅନେକେ ଯେଉଁମାନେ ଶୟତାନ ଦ୍ବାରା ପ୍ରପୀଡ଼ିତ ହେଉଥିଲେ” (ଦେଖ: rc://*/ta/man/translate/figs-hyperbole)

God was with him

“ ତାହାଙ୍କ ସହବର୍ତ୍ତୀ ଥିଲେ” ରୂଢିର ଅର୍ଥ “ତାହାଙ୍କୁ ସାହାଯ୍ୟ କରୁଥିଲେ I” (ଦେଖ: rc://*/ta/man/translate/figs-idiom)