or_tn/act/10/37.md

628 B

throughout all Judea

“ସମସ୍ତ” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ବିକଳ୍ପ ଅନୁବାଦ: “ସମୁଦାୟ ଯିହୂଦା ପ୍ରଦେଶରେ” କିମ୍ବା “ଯିହୂଦାର ଅନେକ ସ୍ଥାନରେ” (ଦେଖ: rc://*/ta/man/translate/figs-hyperbole)

after the baptism that John announced

ଯୋହନ ଲୋକମାନଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ପ୍ରଚାର କରି ସେମାନଙ୍କୁ ବାପ୍ତିସ୍ମ ଦେଲେ