or_tn/act/10/31.md

581 B

your prayer has been heard by God

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭର ପ୍ରାର୍ଥନା ଶୁଣିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

reminded God about you

ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି I ଏହା ସୂଚିତ କରେ ନାହିଁ ଯେ ଈଶ୍ବର ପାସୋରି ଯାଇଛନ୍ତି I