or_tn/act/10/30.md

20 lines
2.0 KiB
Markdown

# General Information:
୩୧ ଓ ୩୨ ପଦରେ କର୍ଣ୍ଣୀଲିୟଙ୍କୁ ଦିନ ତିନି ଘଣ୍ଟା ସମୟରେ ଦର୍ଶନ ଦେଇ ଦୂତ ଯାହା କହିଥିଲେ ତାହା ସେ ଉଦ୍ଧୃତ କରୁଛନ୍ତି I “ତୁମ୍ଭେ” ଓ “ତୁମ୍ଭର” ଶବ୍ଦଗୁଡ଼ିକ ଏକବଚନ ଅଟେ I ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I
# Connecting Statement:
କର୍ଣ୍ଣୀଲିୟ ପିତରଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି I
# Four days ago
ପିତରଙ୍କୁ କହିବା ପୂର୍ବରୁ କର୍ଣ୍ଣୀଲିୟ ତୃତୀୟ ରାତ୍ରୀ ପୂର୍ବର ଦିନକୁ ଉଲ୍ଲେଖ କରୁଛନ୍ତି I ବାଇବଲ ସଂସ୍କୃତି ବର୍ତ୍ତମାନ ହୋଇଥିବା ଦିନର ଗଣନା କରେ, ତେଣୁ ତୃତୀୟ ରାତ୍ରୀ ପୂର୍ବ ଦିନର ଅର୍ଥ ହେଉଛି “ଚାରି ଦିନ ତଳେ I” ବର୍ତ୍ତମାନ ପାଶ୍ଚାତ୍ୟ ସଂସ୍କୃତି ବର୍ତ୍ତମାନ ହୋଇଥିବା ଦିନକୁ ଗଣନା କରେ ନାହିଁ; ତେଣୁ ଅନେକ ପାଶ୍ଚାତ୍ୟ ଅନୁବାଦରେ “ତିନି ଦିନ ତଳେ” ଲେଖାଯାଇଛି I
# praying
କେତେକ ପ୍ରାଚୀନ ବିଶେଷଜ୍ଞମାନେ କେବଳ “ପ୍ରାର୍ଥନା” ବଦଳରେ “ଉପବାସ ଓ ପ୍ରାର୍ଥନା” ବୋଲି କହନ୍ତି I (ଦେଖ: [[rc://*/ta/man/translate/translate-textvariants]])
# at the ninth hour
ଈଶ୍ବରଙ୍କୁ ପ୍ରାର୍ଥନା କରିବା ନିମନ୍ତେ ଯିହୂଦୀମାନଙ୍କର ଦୈନନ୍ଦିନ ଅପରାହ୍ନ ସମୟ