or_tn/act/10/27.md

974 B

General Information:

ଏଠାରେ “ତାହାଙ୍କୁ” ଶବ୍ଦଟି କର୍ଣ୍ଣୀଲିୟଙ୍କୁ ବୁଝାଏ I ଏଠାରେ :ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ କର୍ଣ୍ଣୀଲିୟ ଏବଂ ଉପସ୍ଥିତ ଥିବା ବିଜାତିମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Connecting Statement:

ପିତର କର୍ଣ୍ଣୀଲିୟଙ୍କ ଗୃହରେ ଏକତ୍ର ହୋଇଥିବା ଲୋକମାନଙ୍କୁ କଥା କହୁଛନ୍ତି I

many people gathered together

ଅନେକ ବିଜାତି ଲୋକମାନେ ଏକତ୍ର ହୋଇଥିଲେ I ଏହା ସୂଚିତ କରେ ଯେ କର୍ଣ୍ଣୀଲିୟ ଡାକିଥିବା ଏହି ଲୋକମାନେ ବିଜାତି ଥିଲେ I (ଦେଖ: rc://*/ta/man/translate/figs-explicit)