or_tn/act/10/26.md

420 B

Stand up! I too am a man

ପିତରଙ୍କୁ ଉପାସନା ନ କରିବାକୁ ଏହା କର୍ଣ୍ଣୀଲିୟଙ୍କ ପ୍ରତି ଏକ ମୃଦୁ ଅନୁଯୋଗ ଅବା ସଂଶୋଧନ ଥିଲା I ବିକଳ୍ପ ଅନୁବାଦ: “ଏହା କରିବା ବନ୍ଦ କର ! ମୁଁ ତୁମ୍ଭପରି ଜଣେ ମନୁଷ୍ୟ ମାତ୍ର”