or_tn/act/10/23.md

530 B

So Peter invited them to come in and stay with him

କାଇସରୀଆ ଅତି ଦୂରରେ ଥିବା ହେତୁ ସେହି ଦିନ ଅପରାହ୍ନରେ ଯାତ୍ରା ଆରମ୍ଭ କରିବା ସେମାନଙ୍କ ପାଇଁ ସମ୍ଭବ ନ ଥିଲା I

stay with him

ତାଙ୍କର ଅତିଥି ହେଲେ

some of the brothers from Joppa

ଏହା ଯାଫୋରେ ବାସ କରୁଥିବା ବିଶ୍ବାସୀମାନଙ୍କୁ ବୁଝାଏ I