12 lines
1.2 KiB
Markdown
12 lines
1.2 KiB
Markdown
# He was a devout man, one who worshiped God
|
|
|
|
ଅନୁସାରେ ସେ ଜଣେ ଭକ୍ତ ଲୋକ ଥିଲେ ଓ ଈଶ୍ବରଙ୍କ ଉପାସନା କରୁଥିଲେ I ସେ ଈଶ୍ବରଙ୍କଠାରେ ବିଶ୍ବାସ କରି ଆପଣା ଜୀବନରେ ଈଶ୍ବରଙ୍କର ସମ୍ଭ୍ରମ ଓ ଉପାସନା କରିବାକୁ ଚାହୁଁଥିଲେ”
|
|
|
|
# worshiped God
|
|
|
|
ଏଠାରେ “ଉପାସନା କରୁଥିଲେ” ବାକ୍ୟାଂଶଟି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟରେ ଅଭିଭୂତ ହେବାର ମନୋଭାବକୁ ବୁଝାଏ I
|
|
|
|
# he constantly prayed to God
|
|
|
|
“ସର୍ବଦା” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ବିକଳ୍ପ ଅନୁବାଦ: “ସେ ଈଶ୍ବରଙ୍କ ଛାମୁରେ ବହୁତ ପ୍ରାର୍ଥନା କରୁଥିଲେ” କିମ୍ବା “ସେ ଈଶ୍ବରଙ୍କ ନିକଟରେ ନିୟମିତ ପ୍ରାର୍ଥନା କରୁଥିଲେ” (ଦେଖ: [[rc://*/ta/man/translate/figs-hyperbole]])
|