or_tn/act/09/39.md

718 B

to the upper room

ଉପର କୋଠରୀକୁ ଯେଉଁଠାରେ ଦର୍କାର ଶରୀର ରଖାଯାଇଥିଲା

all the widows

ଏହା ସମ୍ଭବ ଯେ ନଗରର ସମସ୍ତ ବିଧବାମାନେ ସେଠାରେ ଥିଲେ ଯେହେତୁ ଏହା ଏକ ବଡ ନଗର ନ ଥିଲା I

widows

ସ୍ତ୍ରୀଲୋକମାନେ, ଯେଉଁମାନଙ୍କର ସ୍ବାମୀମାନେ ମରିଯାଇଥିଲେ ଓ ସେଥିପାଇଁ ସାହାଯ୍ୟ ଆବଶ୍ୟକ କରୁଥିଲେ

while she had been with them

ଶିଷ୍ୟମାନଙ୍କ ସହିତ ଜୀବିତଥିବା ସମୟରେ