or_tn/act/09/25.md

505 B

his disciples

ଯେଉଁମାନେ ଯୀଶୁଙ୍କ ବିଷୟରେ ଶାଉଲଙ୍କର ସମ୍ବାଦ ବିଶ୍ବାସକରି ତାହାଙ୍କ ଶିକ୍ଷାର ଅନୁଗମନ କରୁଥିଲେ

let him down through the wall, lowering him in a basket

ଗୋଟିଏ ବଡ ବେତାରେ ପ୍ରାଚୀରର ଫାଙ୍କଦେଇ ଦଉଡି ସାହାଯ୍ୟରେ ତାହାଙ୍କୁ ତଳକୁ ଓହ୍ଲାଇଦେଲେ