or_tn/act/09/24.md

8 lines
749 B
Markdown

# But their plan became known to Saul
ଏହାକୁ କର୍ତ୍ତୃବାଚ୍ୟରେ କୁହଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ଶାଉଲଙ୍କୁ ସେମାନଙ୍କର ଯୋଜନା ଜଣାଇଦେଲେ” କିମ୍ବା “କିନ୍ତୁ ଶାଉଲ ସେମାନଙ୍କ ଯୋଜନା ବିଷୟରେ ଜାଣିଗଲେ” (ଦେଖ: [[rc://*/ta/man/translate/figs-activepassive]])
# They watched the gates
ନଗରର ଚାରିପଟେ ପ୍ରାଚୀର ଥିଲା I ଲୋକମାନେ ସାଧାରଣତଃ ଦ୍ବାର ଦେଇ ନଗରକୁ ଯିବା ଆସିବା କରି ପାରୁଥିଲେ I