or_tn/act/09/22.md

387 B

causing distress among the Jews

ସେମାନେ ମାନସିକଭାବରେ ବିଚଳିତ ଥିଲେ ଯେହେତୁ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ବୋଲି କହୁଥିବା ଶାଉଲଙ୍କର ଯୁକ୍ତିକୁ ଖଣ୍ଡନ କରିବାପାଇଁ କୌଣସି ବାଟ ପାଉ ନ ଥିଲେ I