or_tn/act/09/13.md

311 B

your holy people

ଏଠାରେ “ସାଧୁ ଲୋକ” ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭଠାରେ ବିଶ୍ବାସ କରୁଥିବା ଯିରୂଶାଲମସ୍ଥ ଲୋକମାନେ”