or_tn/act/09/08.md

8 lines
407 B
Markdown

# when he opened his eyes
ଏହା ସୂଚିତ କରେ ଯେ ସେ ଆପଣାର ଚକ୍ଷୁ ବନ୍ଦ କରିଥିଲେ କାରଣ ଆଲୋକ ଅତି ଉଜ୍ବଳ ଥିଲା I (ଦେଖ: [[rc://*/ta/man/translate/figs-explicit]])
# he could see nothing
ସେ କିଛି ଦେଖିପାରିଲେ ନାହିଁ I ଶାଉଲ ଅନ୍ଧ ହୋଇଗଲେ I