or_tn/act/08/40.md

722 B

Philip appeared at Azotus

ଫିଲିପ୍ପ କୂଶୀୟଙ୍କୁ ବାପ୍ତିସ୍ମ ଦେଇଥିବା ସ୍ଥାନ ଓ ଅଷ୍ଦୋଦ୍ ମଧ୍ୟରେ ଆଉ ଯାତ୍ରା କରିବାର କୌଣସି ସୂଚନା ନାହିଁ I ସେ ହଠାତ୍ ଗଜ୍ଜା ରାସ୍ତା ପାଖରୁ ଅନ୍ତର୍ଦ୍ଧାନ ହୋଇଗଲେ ଓ ଅଷ୍ଦୋଦ୍ ରେ ପୁନର୍ବାର ଦେଖାଦେଲେ I

that region

ଏହା ଅଷ୍ଦୋଦ୍ ନଗରର ଚାରିପାଖ ଅଞ୍ଚଳକୁ ବୁଝାଏ I

to all the cities

ସେହି ଅଞ୍ଚଳର ସମସ୍ତ ନଗର ଗୁଡ଼ିକୁ