or_tn/act/08/36.md

8 lines
575 B
Markdown

# they went on the road
ସେମାନେ ରାସ୍ତାରେ ଯାତ୍ରା କରି ଚାଲିଲେ
# What prevents me from being baptized?
ନପୁଂସକ ଜଣକ ବାପ୍ତିଜିତ ହେବା ନିମନ୍ତେ ଫିଲିପ୍ପଙ୍କୁ ଏହି ଅନୁମତି ସୂଚକ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଦୟାକରି ମୋତେ ବାପ୍ତିଜିତ ହେବାକୁ ଦିଅନ୍ତୁ” (ଦେଖ: [[rc://*/ta/man/translate/figs-rquestion]])