or_tn/act/08/33.md

1.6 KiB

In his humiliation justice was taken away from him

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଅପମାନିତ ହେଲେ ଓ ସେମାନେ ତାହାଙ୍କର ଯଥାର୍ଥ ଭାବରେ ବିଚାର କଲେ ନାହିଁ"" କିମ୍ବା “ସେ ଆପଣା ଅଭିଯୋଗକାରୀ ମାନଙ୍କ ସମ୍ମୁଖରେ ଆପଣାକୁ ଅବନତ କଲେ ଓ ଅନ୍ୟୟ ସହ୍ୟ କଲେ” (ଦେଖ: rc://*/ta/man/translate/figs-activepassive)

Who can fully describe his descendants?

ଏହି ପ୍ରଶ୍ନ ଗୁରୁତ୍ବ ଦେବାପାଇଁ ପଚରାଯାଇଛି ଯେ ତାଙ୍କର ସନ୍ତାନ ହେବେ ନାହିଁ I ବିକଳ୍ପ ଅନୁବାଦ: “କେହି ତାହାଙ୍କ ବଂଶ ବିଷୟରେ କହିପାରିବେ ନାହିଁ, କାରଣ ତାହାଙ୍କ ବଂଶରେ କେହି ନ ଥିବେ” (ଦେଖ: rc://*/ta/man/translate/figs-rquestion)

his life was taken from the earth

ଏହା ତାହାଙ୍କର ମୃତ୍ୟୁକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତାହାଙ୍କୁ ବଧ କଲେ” କିମ୍ବା “ଲୋକେ ତାହାଙ୍କର ପ୍ରାଣକୁ ପୃଥିବୀରୁ ନେଇଗଲେ” (ଦେଖ: rc://*/ta/man/translate/figs-activepassive)