or_tn/act/08/32.md

515 B

General Information:

ଏହା ଯିଶାଇୟ ପୁସ୍ତକର ଏକ ଅନୁଚ୍ଛେଦ ଅଟେ I ଏଠାରେ “ସେ” ଓ “ତାହାଙ୍କର"" ଶବ୍ଦ ମଶୀହଙ୍କୁ ବୁଝାଏ I

like a lamb before his shearer is silent

ଜଣେ ଲୋମଛେଦକ ହେଉଛି ଏକ ବ୍ୟକ୍ତି ଯେ କି ମେଷମାନଙ୍କର ଲୋମ କାଟିଥାଏ ଯେପରି ତାହା ବ୍ୟବହୃତ ହୋଇପାରିବ I