or_tn/act/08/31.md

8 lines
771 B
Markdown

# How can I, unless someone guides me?
ପ୍ରଶ୍ନଟି ଗୁରୁତ୍ବ ଦେଇ ପଚରାଯାଉଛି ଯେ ସେ ସାହାଯ୍ୟ ବିନା ବୁଝି ପାରୁ ନ ଥିଲେ I ବିକଳ୍ପ ଅନୁବାଦ: “କେହି ଜଣେ ମୋତେ ବୁଝାଇ ନ ଦେଲେ ମୁଁ ବୁଝି ପାରିବିନାହିଁ” (ଦେଖ: [[rc://*/ta/man/translate/figs-rquestion]])
# He begged Philip to ... sit with him
ଏହା ସୂଚିତ କରେ ଯେ ଫିଲିପ୍ପ ତାଙ୍କ ସାଙ୍ଗରେ ଯାତ୍ରା କରି ତାଙ୍କୁ ଶାସ୍ତ୍ର ବୁଝାଇବାକୁ ରାଜି ହେଲେ I (ଦେଖ: [[rc://*/ta/man/translate/figs-explicit]])