or_tn/act/08/30.md

785 B

reading Isaiah the prophet

ଏହା ପୁରାତନ ନିୟମର ଯିଶାଇୟ ପୁସ୍ତକ ଅଟେ I ବିକଳ୍ପ ଅନୁବାଦ: “ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପାଠ କରୁଥିଲେ” (ଦେଖ: rc://*/ta/man/translate/figs-metonymy)

Do you understand what you are reading?

କୁଶ୍ ଦେଶୀୟ ବ୍ୟକ୍ତି ବିଚକ୍ଷଣ ଥିଲେ ଓ ପଢିପାରୁଥିଲେ, କିନ୍ତୁ ତାଙ୍କର ଆତ୍ମିକ ଅନ୍ତର୍ଦୃଷ୍ଟି ନ ଥିଲା I ବିକଳ୍ପ ଅନୁବାଦ: “ଆପଣ ଯାହା ପଢୁଛନ୍ତି ତହିଁର ଅର୍ଥ ବୁଝି ପାରୁଛନ୍ତି କି?”