8 lines
863 B
Markdown
8 lines
863 B
Markdown
# chariot
|
|
|
|
ଏହି ପ୍ରସଙ୍ଗରେ “ଘୋଡା ଗାଡି” ଅବା “ମାଲ୍ ବୁହା ଗାଡି” ଅଧିକ ପ୍ରଯୁଜ୍ୟ ହେବ I ରଥଗୁଡ଼ିକ ସାଧାରଣତଃ ଯୁଦ୍ଧ ପାଇଁ ବ୍ୟବହାର କରାଯାଉଥିଲା,ଦୂର ଯାତ୍ରା ପାଇଁ ନୁହେଁ I ଆହୁରି ମଧ୍ୟ, ରଥ ଚଳାଇବାପାଇଁ ଲୋକମାନଙ୍କୁ ଠିଆ ହେବାକୁ ପଡୁଥିଲା I
|
|
|
|
# reading the prophet Isaiah
|
|
|
|
ଏହା ପୁରାତନ ନିୟମର ଯିଶାଇୟ ପୁସ୍ତକ ଅଟେ I ବିକଳ୍ପ ଅନୁବାଦ: “ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପାଠ କରୁଥିଲେ” (ଦେଖ: [[rc://*/ta/man/translate/figs-metonymy]])
|