or_tn/act/08/24.md

666 B

General Information:

ଏଠାରେ “ଆପଣମାନେ” ଶବ୍ଦଟି ପିତର ଓ ଯୋହନଙ୍କୁ ବୁଝାଏ I

so that nothing you have said may happen to me

ଏହାକୁ ଅନ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ସବୁ କହିଲ ... ମୋ ପ୍ରତି ନ ଘଟୁ”

so that nothing you have said may happen to me

ଏହା ପିତର ଶିମୋନକୁ ତାହାର ଟଙ୍କା ସହିତ ସେ ବିନଷ୍ଟ ହେଉ ବୋଲି କହିବା ବିଷୟକୁ ବୁଝାଏ I