or_tn/act/08/21.md

947 B

You have no part or share in this matter

“ଅଂଶ’ ଓ “ଅଧିକାର” ସମାନ ବିଷୟ ଅଟେ ଏବଂ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ତୁମ୍ଭେ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରି ପାରିବ ନାହିଁ” (ଦେଖ: rc://*/ta/man/translate/figs-doublet)

your heart is not right

ଏଠାରେ “ହୃଦୟ” ଜଣେ ଲୋକର ଭାବନା ଓ ଉଦ୍ଦେଶ୍ୟକୁ ବୁଝାଇବାପାଇଁ ଏକ ପ୍ରତିଶବ ଅଟେ I ବିକଳ୍ପ ଅନୁବାଦ: “ତୁମର ଭାବନାରେ ତୁମେ ଠିକ୍ ନୁହଁ” କିମ୍ବା “ତୁମ ମନର ଉଦ୍ଦେଶ୍ୟ ଠିକ୍ ନୁହଁ” (ଦେଖ: rc://*/ta/man/translate/figs-metonymy)