or_tn/act/08/20.md

563 B

General Information:

ଏଠାରେ ତାହାଙ୍କୁ, ତୁମ୍ଭର, ତୁମ୍ଭେ ଓ ତୁମ୍ଭର ଶବ୍ଦଗୁଡ଼ିକ ଶିମୋନଙ୍କୁ ବୁଝାଏ I

May your silver perish along with you

ତୁମ୍ଭେ ଓ ତୁମ୍ଭର ଟଙ୍କା ବିନଷ୍ଟ ହେଉ

the gift of God

ଏଠାରେ ଏହା କାହାରି ଉପରେ ହସ୍ତାର୍ପଣ କରି ପବିତ୍ର ଆତ୍ମା ଦାନ କରିବାର ସାମର୍ଥ୍ୟକୁ ବୁଝାଏ I