or_tn/act/08/17.md

667 B

Peter and John placed their hands on them

“ସେମାନଙ୍କ” ଶବ୍ଦଟି ଫିଲିପ୍ପଙ୍କ ସୁସାମାଚାରର ବାର୍ତ୍ତାକୁ ବିଶ୍ବାସ କରିଥିବା ଶମିରୋଣୀୟମାନଙ୍କୁ ବୁଝାଏ I

placed their hands on them

ଏହି ସାଂକେତିକ କାର୍ଯ୍ୟ ଦେଖାଏ ଯେ ଈଶ୍ବର ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତୁ ବୋଲି ପିତର ଓ ଯୋହନ ଚାହୁଁଥିଲେ I (ଦେଖ: rc://*/ta/man/translate/translate-symaction)