or_tn/act/08/16.md

8 lines
1.0 KiB
Markdown

# they had only been baptized
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଫିଲିପ୍ପ ଶମିରୋଣୀୟ ବିଶ୍ବାସୀମାନଙ୍କୁ କେବଳ ବାପ୍ତିସ୍ମ ଦେଇଥିଲେ” (ଦେଖ: [[rc://*/ta/man/translate/figs-activepassive]])
# they had only been baptized into the name of the Lord Jesus
ଏଠାରେ “ନାମ” ଅଧିକାରକୁ ବୁଝାଏ ଓ ତାହାଙ୍କ ନାମରେ ବାପ୍ତିଜିତ ହେବାର ଅର୍ଥ ତାହାଙ୍କର ଅଧିକାରର ଅଧିନସ୍ଥ ହେବାପାଇଁ ବାପ୍ତିଜିତ ହେବା I ବିକଳ୍ପ ଅନୁବାଦ: “ସେମାନେ ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେବାପାଇଁ କେବଳ ବାପ୍ତିଜିତ ହୋଇଥିଲେ” (ଦେଖ: [[rc://*/ta/man/translate/figs-metonymy]])