or_tn/act/08/14.md

822 B

Connecting Statement:

ଲୂକ ଶମିରୋଣରେ ଘଟୁଥିବା ସମ୍ବାଦ ଲେଖି ଚାଲିଛନ୍ତି I

Now when the apostles in Jerusalem heard

ଏହିଠାରୁ ଶମିରୋଣୀୟମାନେ ବିଶ୍ବାସୀ ହୋଇଥିବା ଘଟଣାର ଏକ ନୂଆ ଅଂଶ ଆରମ୍ଭ ହେଉଛି I (ଦେଖ: rc://*/ta/man/translate/writing-newevent)

Samaria

ଏହା ସମୁଦାୟ ଶମିରୋଣ ନଗରରେ ଯେଉଁମାନେ ବିଶ୍ବାସ କରିଥିଲେ ସେହି ଅନେକ ଲୋକଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-synecdoche)

had received

ବିଶ୍ବାସ କରିଥିଲେ କିମ୍ବା “ଗ୍ରହଣ କରିଥିଲେ”