or_tn/act/08/12.md

757 B

Connecting Statement:

ଏହି ପଦଗୁଡ଼ିକ ଶିମୋନ ବିଷୟରେ ଓ ଯୀଶୁଙ୍କଠାରେ ବିଶ୍ବାସ କରିଥିବା କେତେକ ଶମିରୋଣୀୟଙ୍କ ବିଷୟରେ ଅଧିକ ସୂଚନା ଦେଉଛି I

they were baptized

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଫିଲିପ୍ପ ସେମାନଙ୍କୁ ବାପ୍ତିସ୍ମ ଦେଲେ” କିମ୍ବା “ଫିଲିପ୍ପ ନୂତନ ବିଶ୍ବାସୀମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: rc://*/ta/man/translate/figs-activepassive)