or_tn/act/08/11.md

456 B

General Information:

ଫିଲିପ୍ପଙ୍କ ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥଲା, ତାହା ବିଷୟରେ ପୃଷ୍ଠଭୂମି ସୂଚନା ଦେବା ଶେଷ କରୁଛି I (ଦେଖ: rc://*/ta/man/translate/writing-background)