or_tn/act/08/10.md

2.1 KiB
Raw Permalink Blame History

General Information:

ଫିଲିପ୍ପଙ୍କ ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥିଲେ, ସେ ବିଷୟରେ ପୃଷ୍ଠଭୂମି ସୂଚନା ଦେଇ ଚାଲିଛି I (ଦେଖ: rc://*/ta/man/translate/writing-background)

All the Samaritans

“ସମସ୍ତେ” ଶବ୍ଦଟି ସର୍ବ ସାଧାରଣକୁ ବୁଝାଇବାପାଇଁ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: ‘ଶମିରୋଣର ଅନେକେ” କିଅବା “ସେହି ନଗରରେ ଥିବା ଶମିରୋଣୀୟମାନେ” (ଦେଖ: rc://*/ta/man/translate/figs-hyperbole)

from the least to the greatest

ଏହି ଦୁଇଟି ବାକ୍ୟାଂଶ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଯେତେ ମହାନ୍ ହୋଇଥିଲେ ମଧ୍ୟ” (ଦେଖ: rc://*/ta/man/translate/figs-merism)

This man is that power of God which is called Great

ଲୋକମାନେ କହୁଥିଲେ ଯେ ଶିମୋନ ହେଉଛି ସେହି ଐଶ୍ବରିୟ ଶକ୍ତି ଯାହା “ମହା ଶକ୍ତି” ଭାବରେ ପରିଚିତ I

that power of God which is called Great

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଈଶ୍ବରଙ୍କର ଶକ୍ତିଶାଳୀ ପ୍ରତିନିଧି ବା ) ଈଶ୍ବର କିମ୍ବା ୩) ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅବା ୪) ଜଣେ ଦୂତ I ଯେହେତୁ ପଦଟି ଅସ୍ପଷ୍ଟ, ଏହାକୁ “ଈଶ୍ବରଙ୍କର ମହା ଶକ୍ତି” ବୋଲି ଅନୁବାଦ କରିବା ସବୁଠାରୁ ଭଲ ହୋଇପାରେ I