or_tn/act/08/08.md

383 B

So there was much joy in that city

“ସେହି ନଗର” ବାକ୍ୟାଂଶଟି ଆନନ୍ଦ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେଥିପାଇଁ ନଗରର ଲୋକମାନେ ଆନନ୍ଦ କରୁଥିଲେ” (ଦେଖ: rc://*/ta/man/translate/figs-metonymy)