or_tn/act/07/57.md

4 lines
422 B
Markdown

# covered their ears
ସେମାନେ ଆପଣା ଆପଣା କର୍ଣ୍ଣରେ ହସ୍ତ ଦେଲେ I ସ୍ତିଫାନ ଯାହା କହୁଥିଲେ ତାହା ଆଉ ନ ଶୁଣିବାକୁ ଇଚ୍ଛା କରିବାର ମନୋଭାବ ଦେଖାଇବାକୁ ସେମାନେ ଏହା କରିଥିଲେ I (ଦେଖ: [[rc://*/ta/man/translate/translate-symaction]])