or_tn/act/07/55.md

12 lines
1.3 KiB
Markdown

# looked up intently into heaven
ସ୍ବର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ I ଜଣାଯାଉଛି ଯେ କେବଳ ସ୍ତିଫାନ ହିଁ ଏହି ଦର୍ଶନ ଦେଖିଲେ ଓ ଲୋକଗହଳିରେ ଥିବା ଅନ୍ୟ କେହି ଦେଖି ନ ଥିଲେ I
# saw the glory of God
ଲୋକେ ସାଧାରଣତଃ ଈଶ୍ବରଙ୍କ ମହିମାକୁ ଏକ ଉଜ୍ବଳ ଆଲୋକ ଭାବରେ ଅନୁଭବ କରିଥାନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରୁ ଏକ ଉଜ୍ଜ୍ବଳ ଆଲୋକ ଦେଖିଲେ” (ଦେଖ: [[rc://*/ta/man/translate/figs-explicit]])
# and he saw Jesus standing at the right hand of God
“ଈଶ୍ବରଙ୍କ ଦକ୍ଷିଣ ହସ୍ତ” ପାଖରେ ଠିଆ ହେବାର ଅର୍ଥ ସାଙ୍କେତିକ ଭାବେ ମହା ସମ୍ମାନ ଓ ଅଧିକାର ଲାଭ କରିବା I ବିକଳ୍ପ ଅନୁବାଦ: “ଆଉ ସେ ଯୀଶୁଙ୍କୁ ଈଶ୍ବରଙ୍କ ପାଖରେ ସମ୍ମାନ ଓ ଅଧିକାରର ସ୍ଥାନରେ ଠିଆ ହୋଇଥିବାର ଦେଖିଲେ” (ଦେଖ: [[rc://*/ta/man/translate/translate-symaction]])