or_tn/act/07/54.md

1.6 KiB

Connecting Statement:

ମହାସଭା ସ୍ତିଫାନଙ୍କର କଥାକୁ ପ୍ରତିକ୍ରିୟା ପ୍ରକାଶ କରୁଛି

Now when the council members heard these things

ଏହା ଘଟଣାର ମୋଡ଼; ଉପଦେଶର ସମାପ୍ତି ହେଉଛି ଓ ମହାସଭାର ସଭ୍ୟମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି I

were cut to the heart

“ମର୍ମାହତ ହେବା” ଏକ ରୂଢି ଯାହାର ଅର୍ଥ ଜଣେ ବ୍ୟକ୍ତିକୁ ଅତ୍ୟଧିକ କ୍ରୋଧାନ୍ବିତ କରିବା I ବିକଳ୍ପ ଅନୁବାଦ: ଅତ୍ୟଧିକ କ୍ରୋଧାନ୍ବିତ ହେଲେ” କିମ୍ବା “ଅତି କ୍ରୋଧାନ୍ବିତ ହେଲେ” (ଦେଖ: rc://*/ta/man/translate/figs-idiom)

ground their teeth at Stephen

ଏହି କାର୍ଯ୍ୟ ସ୍ତିଫାନଙ୍କ ପ୍ରତି ସେମାନଙ୍କର ଅତ୍ୟଧିକ କ୍ରୋଧ କିମ୍ବା ଘୃଣାକୁ ପ୍ରକାଶ କରିଥିଲା I ବିକଳ୍ପ ଅନୁବାଦ: “ସେମାନେ ଏତେ କ୍ରୋଧାନ୍ବିତ ହେଲେ ଯେ ସେମାନେ ଏକତ୍ର ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ” କିମ୍ବା “ସ୍ତିଫାନଙ୍କୁ ଦେଖୁଥାଇ ସେମାନେ ତାଙ୍କର ଦାନ୍ତକୁ ଆଗକୁ ପଛକୁ ବୁଲାଇଲେ” (ଦେଖ: rc://*/ta/man/translate/translate-symaction)