or_tn/act/07/46.md

392 B

a dwelling place for the God of Jacob

ସିନ୍ଦୁକପାଇଁ ଏକ ଗୃହ ଯେଉଁଠାରେ ଯାକୁବଙ୍କର ଈଶ୍ବର ବାସ କରିବେ I ଦାଉଦ ଯିରୂଶାଲମରେ ଏକ ସ୍ଥାୟୀ ସ୍ଥାନରେ ସିନ୍ଦୁକ ରଖିବାକୁ ଇଚ୍ଛା କଲେ, ତମ୍ବୁରେ ନୁହେଁ I