or_tn/act/07/45.md

2.6 KiB
Raw Permalink Blame History

our fathers, under Joshua, received the tabernacle and brought it with them

“ଯିହୋଶୂୟଙ୍କ ନେତୃତ୍ବରେ” ବାକ୍ୟାଂଶର ଅର୍ଥ ହେଉଛି ଯେ ସେମାନଙ୍କର ପିତୃପୁରୁଷମାନେ ଯିହୋଶୂୟଙ୍କ ନିର୍ଦ୍ଦେଶକୁ ମାନି ଏହି ସମସ୍ତ ବିଷୟ କରିଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତୃପୁରୁଷଗଣ ଯିହୋଶୂୟଙ୍କ କଥା ଅନୁସାରେ ସାକ୍ଷ୍ୟତମ୍ବୁ ପ୍ରାପ୍ତ ହୋଇ ସେମାନଙ୍କ ସହିତ ଆଣିଲେ”

God took the land from the nations and drove them out before the face of our fathers

ଏହି ବାକ୍ୟ ଜଣାଏ ଯେ କାହିଁକି ପୂର୍ବପୁରୁଷମାନେ ଦେଶ ଅଧିକାର କରିପାରିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ ଜାତିଗଣକୁ ଦେଶ ପରିତ୍ୟାଗ କରିବାକୁ ବାଧ୍ୟ କଲେ”

God took the land ... before the face of our fathers

ଏଠାରେ “ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ” ପୂର୍ବପୁରୁଷ ମାନଙ୍କର ଉପସ୍ଥିତିକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଆମ୍ଭମାନଙ୍କ ପିତୃପୁରୁଷମାନେ ଦେଖୁଥିବା ସମୟରେ, ଈଶ୍ବର ଜାତିଗଣଠାରୁ ଦେଶ ନେଇ ସେମାନଙ୍କୁ ତଡିଦେଲେ” କିମ୍ବା ) “ଯେତେବେଳେ ଆମ୍ଭମାନଙ୍କ ପିତୃପୁରୁଷମାନେ ଆସିଲେ, ଈଶ୍ବର ଜାତିଗଣଠାରୁ ଦେଶ ନେଇ ସେମାନଙ୍କୁ ତଡିଦେଲେ” (ଦେଖ: rc://*/ta/man/translate/figs-metonymy)

the nations

ଏହା ଇଶ୍ରାୟେଲ ପୂର୍ବରୁ ସେହି ଦେଶରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ପୂର୍ବେ ଏଠାରେ ବାସ କରୁଥିଲେ” (ଦେଖ: rc://*/ta/man/translate/figs-metonymy)

drove them out

ଦେଶ ପରିତ୍ୟାଗ କରିବାକୁ ସେମାନଙ୍କୁ ବାଧ୍ୟ କଲେ