or_tn/act/07/41.md

842 B

General Information:

ଏଠାରେ ସ୍ତିଫାନଙ୍କର ଉର୍ଦ୍ଧୃତି ଆମୋଷ ପୁସ୍ତକରୁ ନିଆଯାଇଛି I

they made a calf

ସ୍ତିଫାନଙ୍କର ଶ୍ରୋତାଗଣ ଜାଣିଥିଲେ ଯେ ସେମାନେ ଗଢିଥିବା ବାଛୁରୀଟା ଏକ ମୂର୍ତ୍ତି ଥିଲା I ବିକଳ୍ପ ଅନୁବାଦ: “ସେମାନେ ଗଢିଥିବା ମୂର୍ତ୍ତିଟି ଗୋଟିଏ ବାଛୁରୀ ସଦୃଶ ଦେଖାଯାଉଥିଲା I” (ଦେଖ: rc://*/ta/man/translate/figs-explicit)

a calf ... the idol ... the work of their hands

ଏହି ସମସ୍ତ ବାକ୍ୟାଂଶ ସେହି ଏକା ବାଛୁରୀ ମୂର୍ତ୍ତିକୁ ବୁଝାଏ I