or_tn/act/07/39.md

8 lines
936 B
Markdown

# pushed him away from themselves
ଏହି ରୂପକ ଶବ୍ଦ ସେମାନଙ୍କର ମୋଶାଙ୍କୁ ଅଗ୍ରାହ୍ୟ କରିବା ବିଷୟକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: ସେମାନେ ତାହାଙ୍କୁ ତାଙ୍କର ନେତା ଭାବରେ ଅଗ୍ରାହ୍ୟ କଲେ” (ଦେଖ: [[rc://*/ta/man/translate/figs-metaphor]])
# in their hearts they turned back
ଏଠାରେ ""ହୃଦୟ” ଲୋକମାନଙ୍କର ଭାବନାର ପ୍ରତିଶବ୍ଦ ଅଟେ I ହୃଦୟରେ କିଛି କରିବାର ଅର୍ଥ ହେଉଛି କିଛି କରିବା ପାଇଁ ଇଚ୍ଛା କରିବା I ବିକଳ୍ପ ଅନୁବାଦ: “ସେମାନେ ଫେରି ଯିବାକୁ ଇଚ୍ଛା କଲେ” (ଦେଖ: [[rc://*/ta/man/translate/figs-metonymy]])