or_tn/act/07/35.md

2.2 KiB

General Information:

୩୫-୩୮ ପଦରେ ମୋଶାଙ୍କୁ ଦର୍ଶାଇ ସଂଯୋଗ କରୁଥିବା ବାକ୍ୟାଂଶଗୁଡ଼ିକର ଏକ ଅନୁକ୍ରମ ରହିଛି I ପ୍ରତ୍ୟେକ ବାକ୍ୟାଂଶ “ଏହି ମୋଶା” କିମ୍ବା “ଏହା ସେହି ମୋଶା” କିଅବା “ଏ ସେହି ଲୋକ” ଅବା “ଏ ହେଉଛନ୍ତି ସେହି ମୋଶା” ଉକ୍ତି ସହିତ ଆରମ୍ଭ ହୋଇଛି I ଯଦି ସମ୍ଭବ ହୁଏ, ମୋଶାଙ୍କୁ ଗୁରୁତ୍ବ ଦେବାପାଇଁ ସେଭଳି ଉକ୍ତିଗୁଡ଼ିକ ବ୍ୟବହାର କର I ଇଶ୍ରାୟେଲୀୟମାନେ ମିଶରରୁ ବାହାରିଗଲା ପରେ, ଈଶ୍ବର ସେମାନଙ୍କୁ ପ୍ରତିଜ୍ଞାତ ଦେଶକୁ କଢାଇନେବା ପୂର୍ବରୁ ସେମାନେ ୪୦ ବର୍ଷ ଧରି ପ୍ରାନ୍ତରରେ ଭ୍ରମଣ କରୁଥିଲେ I

This Moses whom they rejected

ଏହା ପ୍ରେରିତ ୭:୨୭-୨୮ରେ ଉଲ୍ଲିଖିତ ଘଟଣାକୁ ସୂଚିତ କରେ I

deliverer

ଉଦ୍ଧାର କର୍ତ୍ତା

by the hand of the angel ... bush

ହସ୍ତ ହେଉଛି ଜଣେ ଲୋକଦ୍ବାରା କରାଯାଉଥିବା କାର୍ଯ୍ୟର ପ୍ରତିଶବ୍ଦ I ଏ କ୍ଷେତ୍ରରେ, ଦୂତ ମୋଶାଙ୍କୁ ମିଶରକୁ ଫେରିଯିବା ପାଇଁ ଅଜ୍ଞା କରିଥିଲେ I ସ୍ତିଫାନ ଏପରି କହନ୍ତି, ସତେ ଯେପରି ଦୂତଙ୍କର ଶାରୀରିକ ହସ୍ତ ଥିଲା I ତୁମକୁ ହୁଏତ ସ୍ପଷ୍ଟ କରିବାକୁ ହେବ ଯେ ଦୂତ କଅଣ କରିଥିଲେ I ବିକଳ୍ପ ଅନୁବାଦ: ଦୂତଙ୍କର କାର୍ଯ୍ୟ ଦ୍ବାରା” କିମ୍ବା “ଦୂତ ଥାଇ ...ବୁଦା ତାହାଙ୍କୁ ମିଶରକୁ ଫେରିଯିବା ପାଇଁ ଅଜ୍ଞା ଦେଲା” (ଦେଖ: rc://*/ta/man/translate/figs-metonymy)