or_tn/act/07/34.md

806 B

certainly seen

ନିଶ୍ଚୟ ଦେଖିଅଛୁ I ଶବ୍ଦଟି ନିଶ୍ଚିତ ଭାବରେ ଦେଖିବା ଉପରେ ଗୁରୁତ୍ବ ଦେଉଛି I

my people

“ଆମ୍ଭର” ଶବ୍ଦଟି ଗୁରୁତ୍ବ ଦେଉଛି ଯେ ଏହି ଲୋକମାନେ ଈଶ୍ବରଙ୍କର ଅଟନ୍ତି I ବିକଳ୍ପ ଅନିବାଦ: “ଅବ୍ରହାମ, ଇସାହାକ୍ ଓ ଯାକୁବଙ୍କର ସନ୍ତାନଗଣ”

I have come down to rescue them

ବ୍ୟକ୍ତିଗତ ଭାବରେ ଆମ୍ଭେ ସେମାନଙ୍କୁ ଉଦ୍ଧାର କରିବା

now come

ପ୍ରସ୍ତୁତ ହୁଅ I ଈଶ୍ବର ଏଠାରେ ଏକ ଆଦେଶ କରୁଛନ୍ତି I