or_tn/act/07/31.md

711 B

he marveled at the sight

ମୋଶା ଆଶ୍ଚର୍ଯ୍ୟଚକିତ ହୋଇଥିଲେ ଯେ ବୁଦାଟା ଅଗ୍ନିରେ ଜଳିଯାଉନାହିଁ I ଏହା ସ୍ତିଫାନଙ୍କର ଶ୍ରୋତାମାନଙ୍କୁ ଆଗରୁ ଜଣାଥିଲା I ବିକଳ୍ପ ଅନୁବାଦ: “କାରଣ ବୁଦାଟା ଜଳିଯାଉ ନ ଥିଲା” (ଦେଖ: rc://*/ta/man/translate/figs-explicit)

as he approached to look at it

ଏହାର ଅର୍ଥ ହୋଇପାରେ ଯେ ମୋଶା ପ୍ରଥମେ ଅନୁସନ୍ଧାନ କରିବା ପାଇଁ ବୁଦା ନିକଟକୁ ଆସିଥିଲେ I